କଙ୍ଗନାଙ୍କ ବିଦ୍ୟୁତ ବିଲ୍କୁ ନେଇ ବଢୁଛି ଚର୍ଚ୍ଚା: ଜାଣନ୍ତୁ କାହାକୁ ମିଳେ ବିଦ୍ୟୁତ ବିଲ୍ ରିହାତି ନୂଆଦିଲ୍ଲୀ,୧୨।୪: ନିକଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଅଭିନେତ୍ରୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ କହିଥିଲେ, ମନାଲୀରେ ଥିବା ତାଙ୍କ ଘରର ବିଦ୍ୟୁତ୍ ବିଲ ୧ ଲକ୍ଷ ଟଙ୍କା ହୋଇଛି କିନ୍ତୁ ସେ ସେଠାରେ ରହୁନାହାଁନ୍ତି। ଏହାସହ ସେ...