ଦିଶାଙ୍କ ଘର ଉପରକୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ, ଚର୍ଚ୍ଚାରେ ଅନିରୁଦ୍ଧାଚାର୍ଯ୍ୟଙ୍କ ନାମ ମୁମ୍ବାଇ,୧୫।୯: ଯଦିଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗ ଦିଶା ପାଟନୀଙ୍କ ଘରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟି କରିଥିଲା, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କିଏ ଗୁଳି ଚଳାଇଥିଲା ତାହା ଜାଣିପାରି ନାହିଁ। ପୋଲିସ କହିଛି ଯେ କିଛି ସୁରାକ ଆଧାରରେ...