ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିଲା ଓଡ଼ିଶାର ପ୍ରଥମ ଡାଇନୋସର-ଥିମ୍ ପାର୍କ ଭୁବନେଶ୍ୱର, ୪ା୩: ଭୁବନେଶ୍ୱରର ବିଜ୍ଞାନ ପାର୍କ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଆରଏସସି)ରେ ଓଡ଼ିଶାର ପ୍ରଥମ ଡାଇନୋସର-ଥିମ୍ ପାର୍କ, ‘ଡାଇନୋସର ଆଲାଇଭ୍’ ଉଦଘାଟିତ ହୋଇଛି। ୨.୫ ଏକରରୁ ଅଧିକ ଜମିରେ ବିସ୍ତୃତ ଏହି ପାର୍କରେ ଜୀବନ-ଆକାର ଡାଇନୋସର ମଡେଲ, ମୋସନ-ସେନ୍ସର ଇଫେକ୍ଟସ...