ମାଛ ତରକାରୀ ଖାଇଥିଲେ ଯାଆଁଳା ଭାଇ, ଜଣଙ୍କ ଜୀବନ ଗଲା, ଆଉ ଜଣେ… ବାସୁଦେବପୁର,୨୫ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତର ନଟାପଢ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଛ ତରକାରୀ ଖାଇଥିବା ଦୁଇ ଯାଆଁଳା ଭାଇଙ୍କ ମଧ୍ୟରୁ ଗୁରୁବାର ସକାଳେ ସୁଜିତ ବନ୍ଧ(୩) ନାମକ...