ପାନୀୟ ଜଳରେ ମିଶିଲା ଡ୍ରେନ୍ ପାଣି: ରାଜଧାନୀକୁ ବ୍ୟାପିଲା ଡାଇରିଆ, ଚଢ଼ାଉ ଜୋରଦାର କଲା BMC ଭୁବନେଶ୍ୱର,୧୬।୬: ଓଡ଼ିଶାର ବିଭିନ୍ନ ଜିଲାରେ ଡାଇରିଆ ମାମଲା ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ରାଜଧାନୀରେ ହୋଟେଲରେ ଓ ଫଳ ଷ୍ଟଲଗୁଡ଼ିକରେ ନିରୀକ୍ଷଣ ଆରମ୍ଭ କରିଛି। ସମ୍ ହସ୍ପିଟାଲ ଅଞ୍ଚଳ ନିକଟସ୍ଥ ହୋଟେଲ ଗୁଡ଼ିକୁ ବିଶେଷ ଭାବେ...