ଯାଜପୁର ଝାଡ଼ାବାନ୍ତି ସ୍ଥିତିରେ ଆସିଛି ସୁଧାର ଧର୍ମଶାଳା,୧୮ା୬(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଯାଜପୁର ଜିଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଜିଲାରେ ମୋଟ୍ ୨ଶହରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୦ରୁ ଊଦ୍ଧର୍ବ ରୋଗୀ…