ଓସ୍କାର ଓ୍ବିନର ଅଭିନେତ୍ରୀଙ୍କ ପରଲୋକ ଲସ ଆଞ୍ଜେଲସ,୧୨।୧୦: ପ୍ରଖ୍ୟାତ ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ ହୋଇଛି। ଅଭିନେତ୍ରୀଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଡାଏନଙ୍କ ଜଣେ ମୁଖପାତ୍ର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଡାଏନ କିଟନ ଲସ ଆଞ୍ଜେଲସରେ ରହୁଥିଲେ। ଅକ୍ଟୋବର ୧୧ରେ ହଠାତ…