ଡାଇବେଟିସ୍ ରୋଗୀମାନେ ମିଠା ଖାଇ ପାରିବେ କି ନା ଜାଣନ୍ତୁ… ସାଧାରଣତଃ ଡାଇବେଟିସ୍ ରୋଗୀମାନଙ୍କୁ ମିଠା ଖାଇବାକୁ ବାରଣ ରହିଥାଏ। ଯଦି ଜଣେ ଡାଇବେଟିସ ରୋଗୀ ମିଠା ଖାଇବାକୁ ଇଚ୍ଛା କରନ୍ତି, ତେବେ ସେ କ’ଣ କରିବା ଉଚିତ୍? ସେମାନଙ୍କ ପାଇଁ ଏପରି କିଛି ମିଠା ଅଛି, ଯାହା ସମାନଙ୍କର ଇଚ୍ଛାକୁ...