PM Modi at Bageshwar Dham: ବାଗେଶ୍ୱର ଧାମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, କରିବେ ଏହି ମହତ୍ୱପୂର୍ଣ୍ଣ କାମ ମଧ୍ୟପ୍ରଦେଶ,୨୩।୨: ପ୍ରଧାନମନ୍ତ୍ରୀ ମୋଦି ରବିବାର ଅପରାହ୍ନରେ ବାଗେଶ୍ୱର ଧାମରେ ପହଞ୍ଚିଛନ୍ତି। ଏଠାରେ ସେ ବାଲାଜୀ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ବାଗେଶ୍ୱର ସରକାର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏଠାକୁ ଏକ…