ବଲିଉଡରେ ଶୋକର ଛାୟା, ଶେଷ ନିଶ୍ୱାସ ତ୍ୟାଗକଲେ ଏହି ଭେଟେରାନ ଅଭିନେତା ମୁମ୍ବାଇ,୧୫।୭: ଅଭିନେତା ଏବଂ ପ୍ରଯୋଜକ ଧୀରଜ କୁମାରଙ୍କ ମଙ୍ଗଳବାର ପରଲୋକ ହୋଇଛି। ଧୀରଜ କୁମାର ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ସେ ଗତ କିଛି ମାସ ଧରି ନିମୋନିଆରେ ପୀଡିତ ଥିଲେ। ତାଙ୍କୁ...