ଓଡ଼ିଆ ସିନେମା ‘ବୋଉ ବୁଟୁ ଭୁତ’ର ହିନ୍ଦୀ ରିମେକ କରିବେ କରନ ଜୋହର ଭୁବନେଶ୍ୱର,୨୩ା୯: ଶେଷରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କଣ୍ଟେଣ୍ଟ ଉପରେ ପଡିଛି ବଲିଉଡ ନଜର। ଓଡ଼ିଆରେ ସର୍ବାଧିକ ଆୟ କରିଥିବା ସିନେମା ‘ବୋଉ ବୁଟୁ ଭୁତ’ର ରିମେକ ରାଇଟ୍ସ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କିଣିବାର ପ୍ରକ୍ରିୟାରେ ଆରମ୍ଭ କରିଛି। କୋମଲ...