ବାଦଲଫଟା ବର୍ଷା ଯୋଗୁ ନୁହେଁ ବରଂ ଏହି କାରଣ ପାଇଁ ଧରାଲିରେ ଆସିଥିଲା ବିନାଶକାରୀ ବନ୍ୟା, ବିଶେଷଜ୍ଞଙ୍କ ବଡ଼ ଦାବି ଡେରାଡୁନ,୭।୮: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଧରାଲି ଗାଁରେ ଘଟିଥିବା କ୍ଷୟକ୍ଷତିକୁ ପୂର୍ବରୁ ବାଦଲ ଫଟା ବର୍ଷା ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏବେ ବୈଜ୍ଞାନିକମାନେ ଏହା ଉପରେ ଏକ ବଡ଼ ତଥ୍ୟ ଦେଇଛନ୍ତି। ସେମାନଙ୍କ ମତରେ, ଏହି କ୍ଷୟକ୍ଷତି ବାଦଲ ଫାଟିବା…