Tag Archives: DGCA

କଠୋର ହେଲା DGCA: ୨୧ ତାରିଖ ସୁଦ୍ଧା ବୋଇଂ ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌ ଯାଞ୍ଚ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭:ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କିତ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆସିବା ପରେ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନଗୁଡ଼ିକର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌ ଆସନ୍ତା ୨୧ ତାରିଖ ସୁଦ୍ଧା ଯାଞ୍ଚ କରିବାକୁ ସୋମବାର ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ...

୩ କ୍ରୁ ମେମ୍ବରଙ୍କୁ ବହିଷ୍କାର ପାଇଁ ଏୟାର ଇଣ୍ଡିଆକୁ DGCAର ନୋଟିସ୍‌

ନୂଆଦିଲ୍ଲୀ,୨୧ା୬: ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ ୩ କ୍ରୁ ସଦସ୍ୟଙ୍କୁ ବହିଷ୍କାର ନିମନ୍ତେ ଏୟାର ଇଣ୍ଡିଆକୁ DGCA ନିର୍ଦ୍ଦେଶ ଦେଇଛି। ଲାଇସେନ୍ସ ଲାପ୍ସ, ବିଶ୍ରାମ ଓ ନୂତନତା ଆବଶ୍ୟକତା ଦର୍ଶାଇଛି DGCA। ଏଥିସହ ଦୁଇଟି ଉଡ଼ାଣ ପାଇଁ...

ଯଦି ଇଣ୍ଡିଗୋ ଫ୍ଲାଇଟକୁ ଖସାଇ ଦେଇଥାଆନ୍ତା ପାକିସ୍ତାନ ତେବେ କ’ଣ ହୋଇଥାଆନ୍ତା? DGCA କହିଲା…

ନୂଆଦିଲ୍ଲୀ,୨୪।୫: ପ୍ରବଳ ଅସ୍ଥିରତା ଯୋଗୁ ମେ’ ୨୧ରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଶ୍ରୀନଗରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଯେତେବେଳେ ଏହି ବିମାନଟି ଅମୃତସର ଉପରେ ଅତିକ୍ରମ କରୁଥିଲା, ପାଇଲଟ ସାମାନ୍ୟ ଅସ୍ଥିରତା ଅନୁଭବ କରିଥିଲେ।...

ପଦାରେ ପଡ଼ିଲା ପାକିସ୍ତାନର ହୀନ ଚକ୍ରାନ୍ତ: ଝଡ଼ତୋଫାନରେ ଫସିଥିବା ଭାରତୀୟ ବିମାନକୁ ଦେଲାନି ଆକାଶ ମାର୍ଗ

ନୂଆଦିଲ୍ଲୀ,୨୩।୫: ପୁଣି ପଦାରେ ପଡିଛି ପାକିସ୍ତାନର ହୀନ ଚକ୍ରାନ୍ତ। ତୃଣମୂଳ କଂଗ୍ରେସ ଏମ୍‌ପିଙ୍କ ସମେତ ୨୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ବିମାନଟି ଆକାଶରେ ଝଡ଼ତୋଫୋନର ସାମ୍ନା କରିଥିଲା। ଫଳରେ ପାଇଲଟଙ୍କୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ...

ଏଣିକି ବିମାନରେ କରିପାରିବେ ନାହିଁ ମୋବାଇଲ ବ୍ୟବହାର, DGCA ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୩।୫: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନ କମ୍ପାନୀ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେଠାରୁ, ପ୍ରତିରକ୍ଷା ବିମାନବନ୍ଦରରୁ ଉଡ଼ାଣ କିମ୍ବା ଅବତରଣ କରୁଥିବା ସମସ୍ତ ବିମାନ ପାଇଁ...

ଏୟାରବେସ ସୁରକ୍ଷା ଚିନ୍ତା: ଉଡ଼ାଣ, ଅବତରଣ ସମୟରେ ବିମାନର ଝରକା ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩।୫: ଭାରତୀୟ ନାଗରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଏକ ନୂଆ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ପ୍ରତିରକ୍ଷା ବିମାନକ୍ଷେତ୍ରରେ ଉଡ଼ାଣ ଓ ଅବତରଣ ସମୟରେ ବିମାନର ଝରକା ଶିଲ୍ଡ (ସାନ ବ୍ଲାଇଣ୍ଡ) ବନ୍ଦ ରହିବା ଉଚିତ।...

ଯୁଦ୍ଧ ବିରତି ପରେ ଖୋଲିଲା ୩୨ ବିମାନବନ୍ଦର

ନୂଆଦିଲ୍ଲୀ,୧୨।୫: ଅପରେଶନ ସିନ୍ଦୂର ସମୟରେ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣି ଖୋଲାଯାଇଛି। ସୋମବାର (୧୨ ମଇ, ୨୦୨୫) ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ...

ଟିମ୍ ଇଣ୍ଡିଆ ପାଇଁ ହଇରାଣ ହେଲେ ସାଧାରଣ ଲୋକେ; ରିପୋର୍ଟ ମାଗିଲା ଡିଜିସିଏ

ନୂଆଦିଲ୍ଲୀ,୪।୭: ଟି୨୦ ବିଶ୍ୱକପ ଜିତିବା ପରେ ବାରବାଡୋସରେ ବାତ୍ୟା ଆସିବା କରଣରୁ ଭାରତୀୟ ଟିମ୍ ସେଠାରେ ତିନିଦିନ ପାଇଁ ଫସି ରହିଥିଲେ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ଭାରତୀୟ ଖେଳାଳିମାନେ ଗୁରୁବାର ଆସି ଦିଲ୍ଲୀରେ ପହଞ୍ଚିଛନ୍ତି।...

ଆଫଗାନିସ୍ତାନରେ ହୋଇନାହିଁ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨୧।୧: ଆଫଗାନିସ୍ତାନର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନଥିବା ସ୍ପଷ୍ଟ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବଦଖଶାନ ପ୍ରୋଭିନ୍ସର ପାର୍ବତ୍ୟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ରୁଷିଆ ଯାଉଥିଲା ବେଳେ ପାହାଡ଼ରେ ପିଟି ହୋଇ ଖସିପଡିଥିବା କୁହାଯାଉଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri