ସବୁ ଖାଇ ଚଳୁ କରିଦେଲେ: କୁବେର DFO’ଙ୍କ ଠାବ ହେଲାଣି ୧୧୫ ପ୍ଲଟ୍, ଆହୁରି… କେନ୍ଦୁଝର,୨୦।୭: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି (DA) ଅଭିଯୋଗରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ତଦନ୍ତରେ ତାଙ୍କ ଓ…