ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ, ଡିପିଆର ପ୍ରସ୍ତୁତି ପାଇଁ ବିଡିଓଙ୍କୁ ଦେଲେ ପରାମର୍ଶ ଗଞ୍ଜାମ,୨୪ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କଣ୍ଟିଆ ଗଡ଼ ନିକଟରେ ଥିବା ପ୍ରସିଦ୍ଧବଟେଶ୍ୱର ପୀଠକୁ ସୋମବାର ଜିଲାପାଳ ଭି.କୀର୍ତ୍ତି ଭାସନ ପରିଦର୍ଶନ କରିବା ସହ ଠାକୁର ଦର୍ଶନ କରିଥିଲେ। ଉପଜିଲାପାଳ ଶିବାଶିଷ ବରାଳ, ବିଡିଓ ଅଚ୍ୟୁତାନନ୍ଦ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ।...