ବିଭିନ୍ନ ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିଡିଓଙ୍କୁ ଦାବିପତ୍ର କୋଟପାଡ଼,୧୯ା୯(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବତାଶନା ପଞ୍ଚାୟତର ଶତାଧିକ ମହିଳା ପୁରୁଷ, କର୍ମୀ ଶୁକ୍ରବାର କେନ୍ଦୁଗୁଡ଼ା ଛକରେ ଏକତ୍ରିତ ହେଇ ରାଲି ବାହାରି ଜାତୀୟ ରାଜପଥ ପରିକ୍ରମା କରି ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ…