ଏସ୍-ପୂଜାରୀପୁଟରେ ପୁସିଂ ବ୍ରିଜ୍ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ ବ୍ରିଜ ଓ ରେଳପଥ ବ୍ରିଜ ନଂ ୪୮୭ ତଳେ ଏକ କଲଭର୍ଟ ନିର୍ମାଣ…