ଜୋର୍ ଧରିଲା ଏନ୍ଏସି ଘୋଷଣା ଦାବି, ଦାରିଙ୍ଗବାଡ଼ିର ବିକାଶ ପାଇଁ… ଦାରିଙ୍ଗବାଡ଼ି,୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତର ବିକାଶ ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ବୁଧବାର ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ଦାରିଙ୍ଗବାଡ଼ିକୁ ବିଜ୍ଞାପିତ ପରିଷଦ(ଏନ୍ଏସି) ଅଞ୍ଚଳ ମାନ୍ୟତା ଦାବିରେ ରାଜ୍ୟ ସରକାରଙ୍କୁ ଜଣାଇବା…