କରୋନାକୁ ନେଇ କରାଯାଇଥିବା ଗବେଷଣାରେ ଆସିଲା ଚମକାଇବା ଭଳି ତଥ୍ୟ, ସାଇଲେଣ୍ଟ ହାର୍ଟ ଆଟାକର କାରଣ ହୋଇପାରେ… ନୂଆଦିଲ୍ଲୀ,୨୮।୫: ଦେଶରେ ପୁଣି ଥରେ କରୋନା ଭାଇରସ ପଜିଟିଭ ମାମଲା ବୃଦ୍ଧି ପାଇବା ଆରମ୍ଭ କରିଛି। କୋଭିଡ ୧୯ର ସକ୍ରିୟ ମାମଲା ୧୦୪୭କୁ ବୃଦ୍ଧି ପାଇଛି। ଏହି ସମୟରେ, କରୋନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ...