‘ସବୁ କାଶ୍ମୀରୀଙ୍କୁ ସନ୍ଦେହ କରିବା ବନ୍ଦ କରନ୍ତୁ’: ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ ଓମାର ଅବଦୁଲାଙ୍କ ବଡ଼ ବୟାନ ନୂଆଦିଲ୍ଲୀ,୧୪ା୧୧: ଦିଲ୍ଲୀରେ ହୋଇଥିବା କାର୍ ବିସ୍ଫୋରଣ, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି, ସେହି ଘଟଣାକୁ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ନିନ୍ଦା କରିବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କାଶ୍ମୀରୀ ମୁସଲମାନ ସମ୍ପ୍ରଦାୟକୁ...