୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିବ ଭାଜପା! ଆପ୍ ପଛରେ ପଡ଼ିବାର ୫ ମୁଖ୍ୟ କାରଣ ନୂଆଦିଲ୍ଲୀ,୮।୨: ଦିଲ୍ଲୀର ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପାକୁ ବହୁମତ ମିଳୁଥିବା ଦେଖାଯାଉଛି। ତଥାପି, ଚୂଡ଼ାନ୍ତ ଫଳାଫଳ ଆସିବାକୁ ନିଶ୍ଚିତ ଭାବରେ କିଛି ସମୟ ଲାଗିବ। କିନ୍ତୁ, ଯଦି ଏହି ଟ୍ରେଣ୍ଡ ଆଗକୁ ବଢେ ତେବେ ଭାଜପା ରାଜ୍ୟରେ ବିପୁଳ ବିଜୟ ସହ...