ବାୟୁ ପ୍ରଦୂଷଣର ଭୟଙ୍କର ପ୍ରଭାବ: ନିର୍ବୁଦ୍ଧିଆ ହେବେ ଦିଲ୍ଲୀ ପିଲା, ଶୀଘ୍ର ମରିବେ ଓ ପାଠ ପଢ଼ାରେ ରହିବେ ପଛରେ ନୂଆଦିଲ୍ଲୀ,୧୪ା୧୧: ଆଜି ଶିଶୁ ଦିବସ। କିନ୍ତୁ ଦିଲ୍ଲୀରେ ପିଲାମାନେ ପାଉଁଶ ରଙ୍ଗର ଆକାଶକୁ ଚାହିଁ ଉଠୁଛନ୍ତି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଦିଲ୍ଲୀ-NCRରେ ଜନ୍ମିତ ‘ଜେନ୍ ଆଲଫା’ (Gen Alpha)ର ପିଲାମାନେ କେବଳ ନିଶ୍ୱାସ ନେବା କାରଣରୁ ଶୀଘ୍ର ମରିବେ,...