୧୧ ବିମାନ ବାତିଲ କଲା ଏୟାର ଇଣ୍ଡିଆ, କାରଣ… ନୂଆଦିଲ୍ଲୀ,୨୫ା୧୧: ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ କରାଯାଇଛି। ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏୟାର ଇଣ୍ଡିଆ ଏପରି ବଡ଼ ନିଷ୍ପତ୍ତି ନେଇଛି। ୨୪ ଓ ୨୫ ତାରିଖରେ ମୋଟ୍ ୧୧ଟି ବିମାନ ବାତିଲ କରିଛି...