ଶପଥ ଗ୍ରହଣ ଉତ୍ସବରେ ଏହି ବ୍ୟକ୍ତିଙ୍କୁ ଦେଖି ଅଟକିଗଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ତୁମେ ହିମାଳୟ… ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ରାମଲୀଳା ମଇଦାନରେ ରାଜନୀତିର ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଏକ ଭବ୍ୟ ରୂପ ଦେଇଥିଲା। ଦେଶବ୍ୟାପୀ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ...