ବାପା ଉପରେ ପ୍ରତିଶୋଧ ନେବା ପାଇଁ ୫ ବର୍ଷର ପୁଅକୁ ଅପହରଣ ପରେ ହତ୍ୟା କଲା ଡ୍ରାଇଭର ନୂଆଦିଲ୍ଲୀ,୨୨।୧୦: ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବାପାଙ୍କର ଟ୍ରାନ୍ସପୋର୍ଟ ବ୍ୟବସାୟରେ କାମ କରୁଥିବା ଜଣେ ଡ୍ରାଇଭର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଜଣେ ୫ ବର୍ଷର ଶିଶୁ ପୁତ୍ରକୁ ଅପହରଣ କରିବା ପରେ ଇଟାରେ ଛେଚି...