ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ରୋଡ୍ରିଗେଜ କିଏ? ମାଦୁରୋଙ୍କ ଘନିଷ୍ଠ ସହଯୋଗୀ ଡେଲସି ରୋଡ୍ରିଗେଜଙ୍କୁ ମିଳିଲା ନୂଆ ଦାୟିତ୍ୱ କାରାକାସ,୪।୧: ଭେନେଜୁଏଲାରେ କ୍ଷମତା ଏବଂ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଘଟଣା ଘଟିଛି। ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଆମେରିକା ଗିରଫ କରିବା ପରେ, ଦେଶର ସୁପ୍ରିମକୋର୍ଟ ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ...