ମାଧ୍ୟମିକ ଶିକ୍ଷକ ବଦଳିରେ ବିଳମ୍ବ, ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଭୁବନେଶ୍ୱର,୧।୮: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷକ ବଦଳି ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମାଧ୍ୟମିକ ନିର୍ଦ୍ଦେଶାଳୟର ନିୟମାନୁସାରେ, ଜୁନ୍ ୨୬ରୁ ୩୦ ମଧ୍ୟରେ ଅନଲାଇନ ଆବେଦନ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରକାଶ...