‘ମୋଦିଙ୍କଠାରୁ ନେତାନ୍ୟାହୁ କିଛି ଶିଖିବା ଦରକାର…’ କାହିଁକି ଏମିତି କହିଲେ ଇସ୍ରାଏଲ ଡିଫେନ୍ସ ଏକ୍ସପର୍ଟ ତେଲ ଆଭିଭ,୮।୯: ଇସ୍ରାଏଲର ପ୍ରତିରକ୍ଷା ନୀତି ବିଶେଷଜ୍ଞ ଜାକି ଶାଲୋମ ତାଙ୍କ ଦେଶକୁ ଭାରତଠାରୁ କିଛି ଶିଖିବାକୁ ପରାମର୍ଶ ଦେଇଛନ୍ତି। ଜାକି କହିଛନ୍ତି ଯେ ଇସ୍ରାଏଲ ମଧ୍ୟ ଆମେରିକାର ଶୁଳ୍କ ବିରୋଧରେ ଭାରତ ଯେପରି ଠିଆ ହେଉଛି ସେଥିରୁ କିଛି...