ଭାରତର ଡ୍ରୋନ୍ ଆଟାକ୍କୁ କାହିଁକି ରୋକି ପାରିଲା ନାହିଁ ପାକିସ୍ତାନ? ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତର ଶୁଣିଲେ ରୋକି ପାରିବେନି ହସ ଇସଲାମାବାଦ,୯।୫: ଭାରତର ଅପରେଶନ ‘ସିନ୍ଦୂର’ ଯୋଗୁ ବିଳିବିଳେଇଲାଣି ପାକିସ୍ତାନ। ଗୋଟିଏ ପଟେ ଆବଶ୍ୟକୀୟ ଯୁଦ୍ଧ ଉପକରଣ ନ ଥିଲା ବେଳେ କେବଳ ମୁହଁ ଫୁଟାଣୀ ମାରୁଛି ସେ। ଏପରିକି ଭାରତର କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରୋଧିତ ପାକିସ୍ତାନ ଗୁରୁବାର ରାତିରେ ଭାରତର...