ସ୍ମୃତି ମନ୍ଧାନାଙ୍କୁ ଠକେଇ ଅଭିଯୋଗ ପରେ, ପଲାଶ ମୁଛଲ ପଠାଇଲେ ୧୦ କୋଟି ଟଙ୍କାର ମାନହାନି ନୋଟିସ ନୂଆଦିଲୀ,୨୫।୧: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ପରେ, ଗାୟକ ପଲାଶ ମୁଛଲଙ୍କ ଉପରେ ସାଙ୍ଗଲିର ଜଣେ ପ୍ରଯୋଜକ ବିଦନୟାନ ମାନେ ଏକ ବିବାହ ଉତ୍ସବରେ ଅନ୍ୟ ଜଣେ ମହିଳାଙ୍କ ସହିତ ବିଛଣାରେ ଧରାପଡ଼ିଥିବାର ଅଭିଯୋଗ…