ଡିସେମ୍ବରରେ ବଢିଗଲା ଖୁଚୁରା ଦରଦାମ୍, ତିନିମାସରେ ସର୍ବାଧିକ ନୂଆଦିଲ୍ଲୀ,୧୨।୧: ଭାରତର ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବର ମାସରେ ୩ ମାସର ସର୍ବୋଚ୍ଚ ସ୍ତର ୧.୩୩% ରେ ପହଞ୍ଚିଛି। ନଭେମ୍ବର ମାସରେ ଏହି ହାର ୦.୭୧% ଥିଲା। ଖାଦ୍ୟ ପଦାର୍ଥର ଦର ହ୍ରାସ ପ୍ରକ୍ରିୟା ମନ୍ଥର ହେବା କାରଣରୁ ମୁଦ୍ରାସ୍ଫୀତିରେ ଏହି…