death on birthday

ନାତିର ଜନ୍ମଦିନରେ ମନ୍ଦିର ଯିବା ପାଇଁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଜେଜେ-ନାତି

ପାଟଣା,୨୩ା୫(ବୀରକିଶୋର ଦାଶ): ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ଶୁକ୍ରବାର ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ…

7 months ago