ହିଂସାର ନିଆଁରେ ଜଳୁଛି ଇରାନ, ଏବେ ପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଅଧିକ ଗିରଫ ନୂଆଦିଲ୍ଲୀ,୧୩।୧: ଇରାନରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଇରାନ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଆମେରିକାର ଏକ ମାନବାଧିକାର ସମ୍ବାଦ ସଂସ୍ଥା ମୃତ୍ୟୁ ସଂଖ୍ୟା ଶେୟାର କରିଛି,…