ଇରାନ ସହ ଯଦି କୌଣସି ଚୁକ୍ତି ନ ହୁଏ, ତେବେ କ’ଣ କରିବେ ଟ୍ରମ୍ପ? ସେନାକୁ ଦେଲେ ଏମିତି ନିର୍ଦ୍ଦେଶ ଓ୍ବାଶିଂଟନ,୧୯।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମଙ୍ଗଳବାର ହେବାକୁ ଥିବା ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣକୁ ସେ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି, କାରଣ ଏକ ଚୁକ୍ତିନାମାରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଛି। ସୋମବାର ସୋସିଆଲ ମିଡିଆରେ…