‘ଆମେ ସବୁ ଜାଣିଛୁ…‘, ଟ୍ରମ୍ପଙ୍କ ମୃତ ଅର୍ଥନୀତି ବୟାନକୁ ନେଇ ରାହୁଲଙ୍କୁ ଆଇନା ଦେଖାଇଲେ ଥରୁର ନୂଆଦିଲ୍ଲୀ,୧।୮: କେରଳର ତିରୁଭାନନ୍ତପୁରମର କଂଗ୍ରେସ ନେତା ଏବଂ ଏମପି ଶଶି ଥରୁର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଭାରତର ଅର୍ଥନୀତି ମୃତ’ ବୟାନ ଉପରେ କହିଛନ୍ତି ଯେ ଏପରି କିଛି ନାହିଁ ଏବଂ ସମସ୍ତେ ଏହା ଜାଣନ୍ତି। ପ୍ରକୃତରେ, ଟ୍ରମ୍ପ...