ଦଳ ଭର୍ତ୍ତି ପୋଖରୀରୁ ମିଳିଲା ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ତିହିଡ଼ି,୬ା୮(ସଞ୍ଜିତ ବଳ): ଏକ ଦଳ ଭର୍ତ୍ତି ପୋଖରୀରୁ ବୁଧବାର ସକାଳେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାଁ ଧନେଶ୍ୱର ଖିଲାର(୩୦) ଏବଂ ତାଙ୍କ ଘର ତିହିଡ ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା...