Tag Archives: dead

ବାଇକ୍‌ ସହ ବ୍ରିଜ୍‌ ତଳକୁ ଖସିପଡ଼ିଲେ ବୃଦ୍ଧ, ଆଉ ତା’ ପରେ…

ଥୁଆମୂଳରାମପୁର,୧୩ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅନ୍ତର୍ଗତ ଲୋହରାଜୋର ବ୍ରିଜ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ନିୟନ୍ତ୍ରଣ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣେ ବୃଦ୍ଧଙ୍କର ଘଟଣାସ୍ଥଳରେ ହିଁ…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ ପାଇଖାନା ସଫା କରିବା ଏସିଡ୍‌ ମିଶ୍ରିତ ସ୍ପ୍ରାଇଟ୍‌ ପାନୀୟ ପିଆଇବା ପରେ ଲୁହାର…

କେନାଲରୁ ମିଳିଲା ପୁଅର ଗଳାକଟା ମୃତଦେହ, ଦାଦାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ବାପା କହିଲେ …

କଟକ ସଦର,୨ା୧୧(ସୁଶାନ୍ତ କୁମାର ଜେନା): କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡ଼ା ଗ୍ରାମର ନିଖୋଜ ଯୁବକ ଦିଲ୍ଲୀପ ଭୋଇ (୨୪)ର ଗଳାକଟା ମୃତଦେହ ରବିବାର ସକାଳୁ ତାଳଦଣ୍ଡା କେନାଲର ଅଇନିପୁର ସ୍ବାଇଁ ସାହି ନିକଟରୁ ଉଦ୍ଧାର କରାଯାଇଛି। କେନାଲରେ ମୃତଦେହ ଭାସୁଥିବା ଖବର…

ବୋଲେରୋ ଧକ୍କାରେ ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ଆଇଡିସିରେ ଉତ୍ତେଜନା

ରାଉରକେଲା,୧୭ା୧୦(ସଙ୍ଗୀତା ଜେନା): ଶୁକ୍ରବାର ସକାଳେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଆଇଡିସିରେ ଏକ କମ୍ପାନୀର ବୋଲେରୋ ଧକ୍କାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସହସ୍ରାଧିକ ସ୍ଥାନୀୟ ଘଟଣାର ନିରପେକ୍ଷ ତଦନ୍ତ ଓ କ୍ଷତିପୂରଣ ଦାବିରେ…

ଚାଲିଚାଲି ଯାଉଥିଲେ ନାବାଳିକା, ଉପରୁ ଖସିଲା ନିର୍ମାଣାଧୀନ ବ୍ରିଜ୍‌ ସ୍ଲାବ୍‌, ଆଉ ତା’ ପରେ…

ଭଦ୍ରକ,୫ା୧୦(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଜିଲା ଧାମନଗର ଥାନା ବିଷ୍ଣୁପୁର ଛକ ନିକଟରେ ପ୍ରୋଟେକ୍ସନ ସ୍ଲାବ୍‌ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି l ଉତ୍ତ୍ୟକ୍ତ ଲୋକେ ସେଠାରେ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ମେଶିନ ଜାଳିଦେବା…

୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ମା’-ବାପା

କେନ୍ଦୁଝର,୩୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକାଲି ପଟାସ ଜଙ୍ଗଲରୁ ଶନିବାର ଦମ୍ପତିଙ୍କ ଝୁଲନ୍ତା ମୃତଦହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା(୨୭) ସ୍ତ୍ରୀ ଗୌରୀ। ମୃତ୍ୟୁର ସଠିକ୍‌…

ଚାଷଜମିରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ବାପ-ଝିଅଙ୍କ ସହ ଚାଲିଗଲା ମାଉସୀଙ୍କ ଜୀବନ

ପଟାଙ୍ଗି,୧୪ା୫(ଶରତ କୁମାର ଧଳ): ଦଇବ ଦାଉ ସାଧିଲା। ଚାଷଜମିରେ କାମ କରୁଥିବା ସମୟରେ ହଠାତ୍‌ ବିଜୁଳି ମାରିବାରୁ ଗୋଟିଏ ଗ୍ରାମର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହିପରି ଦୁଃଖଦ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ…

ଶ୍ୱଶୁର ଘର ଗାଁରେ ରଶି ଲଗାଇ ଆତ୍ମହତ୍ୟା କଲେ ଜ୍ୱାଇଁ

ପାଟଣା,୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗପଶି ଶ୍ୱଶୁର ଘର ଗାଁକୁ ଆସିଥିବା ଜଣେ ୨୩ ବର୍ଷୀୟ ଜ୍ୱାଇଁ ବିଲ ମଝିରେ ଥିବା ନିମ୍ବ ଗଛରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ…

ଯାତ୍ରା ଦେଖି ଫେରିବାବେଳେ ଓଲଟିଲା ଟ୍ରାକ୍ଟର: ଜଣଙ୍କ ଜୀବନ ଗଲା, ଏକାଧିକ ଆହତ

ତୁମୁଡ଼ିବନ୍ଧ,୨୭ା୨(ଦୀପକ ପରାସେଠ): ସମସ୍ତ ଶୈବପୀଠରେ ଜାକଜକମରେ ଶିବରାତ୍ରି ପାଳନ ହେଉଥିବାବେଳେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ଅବସ୍ଥିତ ଶୈବପୀଠରେ ମଧ୍ୟ ପାଳନ ହୋଇଥିଲା ଶିବରାତ୍ରି ଏବଂ ରାତ୍ରିକାଳୀନ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ। ଶିବଙ୍କୁ ଦର୍ଶନ ଏବଂ ରାତିରେ ଯାତ୍ରା ଦେଖା…

ଶବ ନେଇ ଫେରୁଥିଲେ ନିଜେ ଶବ ହୋଇଗଲେ

ଭୋଗରାଇ,୧ା୨(ପ୍ରଦୀପ ଦାସ): ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ ଓ ଗାଡିଚାଳକ। ଭଦ୍ରକ ରାଣୀତାଲ ଜାତୀୟ ରାଜପଥରେ ଘନ କୁହୁଡି କିମ୍ବା ଆଖି ଲାଗିଯିବାରୁ ଆଗରେ ଥିବା ଏକ ଡମ୍ପରକୁ ପଛପଟୁ…

ଦୋକାନରେ ଖୁଆଇଲେ, ପରେ ବ୍ରିଜ୍‌ ଉପରୁ ପୁଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’

ପିପିଲି,୧୮ା୯(ଦୁର୍ଗାମାଧବ ମିଶ୍ର): ପୁରୀ ଜିଲା ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁରସ୍ଥିତ ଭାର୍ଗବୀ ନଦୀକୁ ଡେଇଁ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି ଜଣେ ମା’। ମୃତକ ମହିଳା ଜଣକ ପିପିଲି ନିମାପଡ଼ା ଛକର ସ୍ବର୍ଗତ ମହେଶ୍ୱର ବେହେରାଙ୍କ ଝିଅ ଇପ୍‌ସିତା ବେହେରା(୨୬)। ସେ ନିମାପଡ଼ା…

ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ

ନିରାକାରପୁର,୨୯ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଜଟଣୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri