Tag Archives: daughter in law

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ ହାଣିଦେବାକୁ କେନ୍ଦ୍ର କରି ଶାଶୁ ଓ ବୋହୂଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା। ଶବକୁ ମିଳିନି ସମ୍ମାନ। ବିବାଦ ଯୋଗୁ ଦୂରେଇ ଯାଇଛନ୍ତି ଗ୍ରାମବାସୀ। ୩ ଦିନ…

ମୋବାଇଲରେ ପିଟି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ, ବୋହୂଙ୍କ ନାଁରେ ଅଭିଯୋଗ ଆଣି ଶ୍ୱଶୁର କହିଲେ ଏମିତି…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ବରାଜ ହସ୍ପିଟାଲରେ ରବିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଚମିନିଭାଟି ପଡ଼ାର ସ୍ବପ୍ନେଶ୍ବର ମିଶ୍ର। ଗତ ଜୁନ୍‌ ୨୧ ତାରିଖ ଦିନ ସ୍ବପ୍ନେଶ୍ବର ଓ ତାଙ୍କ ସ୍ତ୍ରୀଙ୍କ…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁତୁରା ଏବଂ ତାଙ୍କ ବୋହୂ ମିଶି ବିଧବା ଖୁଡ଼ୀ ରେବତୀ ପ୍ରଧାନଙ୍କୁ ନିର୍ମମ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା ଘଟଣା ଭାଇରାଲ ହୋଇଛି। ବୃଦ୍ଧାଙ୍କ ଓଜନରେ ନଇଁ ପଡ଼ୁଥିବା ମହିଳା ଜଣକ ଜଙ୍ଗଲ…

ଗର୍ଭବତୀ ବୋହୂଙ୍କୁ ଗୋଇଠା ମାରିଲେ ଶାଶୁ, ମୃତ ଛୁଆକୁ ଜନ୍ମ ଦେଇ ଚାଲିଗଲା ମା’ର ଜୀବନ

ମହାକାଳପଡ଼ା,୪। ୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ ତାପସ ଗିରିଙ୍କୁ ୨ ବର୍ଷ ପୂର୍ବେ ହରିଆବାଙ୍କ ଗ୍ରାମର ସହଦେବ ଆଡିଙ୍କ ଝିଅ ମଞ୍ଜୁଲତା…

ଯୌତୁକ ପାଇଁ ବୋହୂଙ୍କୁ ମାଡ଼: ଶାଶୁଘର ଲୋକଙ୍କ ନାଁରେ ମାମଲା

ଦିଗପହଣ୍ଡି,୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁମାରଡ଼ା ଗ୍ରାମର ଶିକ୍ଷକ ସନ୍ତୋଷ ଓରଫ ଦେବୀ ପ୍ରସାଦ ପଟ୍ଟନାୟକ ତାଙ୍କ ସ୍ତ୍ରୀ ସାଲୋନିଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସାଲୋନି…

ଶ୍ୱଶୁର ଘର ସମ୍ପତ୍ତି ଉପରେ ନାହିଁ ବୋହୂଙ୍କ ଅଧିକାର! ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମୁଜାଫରପୁର,୨୫।୭: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ପାଟନା ହାଇକୋର୍ଟ ବୈବାହିକ ବିବାଦ ବା ଡିଭୋର୍ସ ସହିତ ଜଡିତ ଜିଲାର ଏକ ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ ବୈବାହିକ ବିବାଦ ପରେ, ସ୍ତ୍ରୀଙ୍କର ସ୍ବାମୀଙ୍କ ସହଭାଗୀ ଘରେ ରହିବାର ଅଧିକାର ନାହିଁ।…

ବୋହୂକୁ ମାରି ୧୦ ଫୁଟ ଗାତରେ ପୋତିଦେଲେ ଶ୍ୱଶୁର! ସନ୍ଦେହରେ ପୋଲିସର ଜବାବ

ଫରିଦାବାଦ,୨୧।୬: ହରିୟାନା ଫରିଦାବାଦ ପଲ୍ଲା ଥାନାର ରୋଶନ ନଗରରେ ଜଣେ ବିବାହିତ ମହିଳାଙ୍କୁ ପୋତି ଦେବା ମାମଲାରେ, ପୋଲିସ ମୃତକଙ୍କ ଶ୍ୱଶୁର ଭୂପ ସିଂହଙ୍କୁ ଗିରଫ କରି ଦୁଇ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ଦାବି କରିଛି ଯେ ପ୍ରାଥମିକ ପଚରାଉଚରାରେ,…

ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଟଳିପଡ଼ିଲେ ଶାଶୁ

ବଲାଙ୍ଗୀର,୨୪ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗର ପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୋହୂଙ୍କ ଝୁଲନ୍ତା ମୃତଦେହ ଦେଖି ଘଟଣାସ୍ଥଳରେ ଟଳିପଡ଼ିଛନ୍ତି ଶାଶୁ। ମୃତ ବୋହୂ ଆନନ୍ଦିନୀ ସାହୁ ଏବଂ ଶାଶୁଙ୍କ ନାଁ ଜମ୍ବୁବତୀ ସାହୁ। ବୋହୁ ଆନନ୍ଦିନୀଙ୍କ ମୃତଦେହ ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?