ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କ ଆତ୍ମହୁତି ଉଦ୍ୟମ, ଫିନାଇଲ୍ ପିଇ ଦେହରେ ନିଆଁ…. ରାୟଗଡ଼ା,୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିର ନିକଟରେ ଅଘଟଣ । ନିଜ ଦେହରେ ନିଆଁ ଲଗାଇ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ଯମ କରିଛନ୍ତି । ମହିଳା ଜଣକ ରାୟଗଡା ସହରର ଇନ୍ଦିରାନଗର ଅଞ୍ଚଳର ଶୁଭଦ୍ରା ମାଝୀ…