ଅହମ୍ମଦାବାଦ ବିମାନ ଦୁର୍ଘଟଣା: ବ୍ଲାକ୍ ବକ୍ସରୁ ମିଳିଲା ଡାଟା ଅହମ୍ମଦାବାଦ,୨୬ା୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ୨୭୪ ଜଣଙ୍କ ମୃତ୍ୟୁ ହେବାର ପ୍ରାୟ ୧୫ ଦିନ ପରେ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ, ବିମାନର ଆଗ ବ୍ଲାକ୍ ବକ୍ସରୁ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ ତଥ୍ୟ...