୧୬ ବିଲିୟନ ଲଗଇନ ତଥ୍ୟ ଲିକ୍: ଆପଲ୍, ଗୁଗଲ୍ ସମେତ ଏସବୁ ବଡ଼ କମ୍ପାନୀର ସାଇବର ସୁରକ୍ଷାରେ ବଡ଼ ତ୍ରୁଟି
ନୂଆଦିଲ୍ଲୀ,୨୦ା୬: ଇତିହାସର ସବୁଠାରୁ ବଡ଼ ଡାଟା ଲିକ୍ ଘଟଣାରେ, ସାଇବର ସୁରକ୍ଷା ଗବେଷକମାନେ ୧୬ ବିଲିୟନ ଲଗଇନ ତଥ୍ୟ, ଯେଉଁଥିରେ ପାସୱାର୍ଡ ଅନ୍ତର୍ଭୁକ୍ତ, ଲିକ୍ ହୋଇଥିବା ନିଶ୍ଚିତ କରିଛନ୍ତି। ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ଏହି ତଥ୍ୟ ଲିକ୍ ଆପଲ୍, ଫେସବୁକ୍,...


