ଭୋଟର ଦିବସରେ ପ୍ରଥମଥର ପୁରସ୍କୃତ ହେଲା ଦାରିଙ୍ଗବାଡ଼ି ବ୍ଲକ, ବିଡିଓ କହିଲେ… ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ମତଦାନ ପାଇଁ ଆବଶ୍ୟକ ଭୋଟ୍ ପରିଚୟ ପତ୍ରର ସଂଶୋଧନ ଓ ଯୋଡ଼ିବା କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି। ଗାଁ ଗାଁରେ ବିଏଲଓ (ବୁଥ ଲେବଲ ଅଧିକାରୀଙ୍କୁ )ନିୟୋଜିତ କରାଯାଇଛି ସରକାରଙ୍କ…