ଦାନିଶ ନୁହନ୍ତି, ଜ୍ୟୋତି ପାକ୍ ଯିବା ପଛରେ ରହିଛି ଏହି ବଡ଼ ଅଫିସରଙ୍କ ହାତ ଇସଲାମାବାଦ,୨୨ା୫: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ହରିୟାଣାର ହିସାରରୁ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୁପ୍ତଚର କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଭାରତ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ପାକିସ୍ତାନ...