କାହିଁକି ତିଦ୍ଦତ ଉପରେ ଉଡ଼ି ନ ଥାଏ ବିମାନ, ରୁଟ୍ ପରିବର୍ତ୍ତନ କରନ୍ତି ପାଇଲଟ୍, ଜାଣନ୍ତୁ କାରଣ… ଆଜିକାଲି ଅଧିକାଂଶ ଲୋକ ସମୟ ବଞ୍ଚାଇବା ପାଇଁ ବିମାନରେ ଯାତ୍ରା କରନ୍ତି। ଲୋକଙ୍କ କମ୍ ସମୟ ଏବଂ ବିନା ଥକ୍କାରେ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ବିମାନ ହିଁ ଉତ୍କୃଷ୍ଟ ମାଧ୍ୟମ। ଠିକ୍ ରାସ୍ତାରେ ଯେପରି ଟ୍ରାଫିକ୍ ଥାଏ ଆକାଶରେ ମଧ୍ୟ…