ପାକ୍ରେ ନଦୀବନ୍ଧ ନିର୍ମାଣ ଜୋର୍ଦାର କରିଛି ଚାଇନା ନୂଆଦିଲ୍ଲୀ,୨୨।୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ ରଖିଥିବାରୁ ପାକିସ୍ତାନ ବିଚଳିତ ହୋଇଯାଇଛି। ଏହାର ଜଳ ସୁରକ୍ଷା ବଢ଼ାଇବା ପାଇଁ ସ୍ବାତ୍ ନଦୀରେ ମହମନ୍ଦ ହ୍ୟାମ୍ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ପାକିସ୍ତାନ ଚାଇନାକୁ...