କୋରନା ସମୟରେ ରୋକା ଯାଇଥିବା ମହଙ୍ଗା ଭତ୍ତା କେବେ ମିଳିବ? ସରକାର କଲେ ବଡ଼ ଘୋଷଣା… ନୂଆଦିଲ୍ଲୀ,୧୫।୮: କୋଭିଡ-୧୯ ମହାମାରୀ ସମୟରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ୧୮ ମାସର ବକେୟା DA (ମହାଙ୍ଗା ଭତ୍ତା) ଏବଂ DR (ମହାଙ୍ଗା ରିଲିଫ) ସମ୍ପର୍କରେ ବହୁତ ଦିନ ଧରି ପ୍ରଶ୍ନ ଉଠାଯାଉଥିଲା ଯେ ଏହା କେବେ ମିଳିବ। ଏବେ...