ଭାରତରେ ମୋନ୍ଥା ଜମାଇକାରେ ମେଲିସା କଲା ତାଣ୍ଡବ, ବର୍ଷ ଶେଷ ପୂର୍ବରୁ ଆଗକୁ ଆସୁଛି… ନୂଆଦିଲ୍ଲୀ,୨୯।୧୦: ଭାରତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିଝଡ଼ ମୋନ୍ଥା ମାଡ଼ ହୋଇଛି। ଏହି ସମୟରେ, ଜାମାଇକାରେ ଘୂର୍ଣ୍ଣିଝଡ଼ ମେଲିସା ମଧ୍ୟ ଭୟଙ୍କର ରୂପ ନେଇଛି। ଉଭୟ ଝଡ଼ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ସହିତ ତାଣ୍ଡବ...