କୋରାପୁଟ,୨୯ା୧୦(ଅମିତାଭ ବେହେରା): ବାତ୍ୟା ମୋନ୍ଥା ବେଳେ କୋରାପୁଟ ଜିଲାରେ ମୋଟ୍ ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ସେଥିମଧ୍ୟରୁ ୬୭ ଜଣ ପୁଅ ଓ ୬୯ ଜଣ…
ଗଜପତି,୨୯ା୧୦(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର ): ଗଜପତି ଜିଲାରେ ଏସ୍. କରାଡ଼ାସିଂ ପଞ୍ଚାୟତ ବୋଣ୍ଡା ଗାଁରେ ଭୂସ୍ଖଳନ ହୋଇଛି। ଫଳରେ ବଣ୍ଡା, ଖିଲିଗଣ୍ଡା, କୁଡ଼ିଙ୍ଗି, ଉପର ସାଙ୍କୁରଡ଼ାକୁ ଯୋଗାଯୋଗ…
ଭୁବନେଶ୍ୱର,୨୯ା୧୦: ବାତ୍ୟା ‘ମୋନ୍ଥା’ ଦ୍ବାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…
କାକିନାଡା,୨୮।୧୦: ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ ହେବାପୂର୍ବରୁ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି । ଆନ୍ଧ୍ରର କାକିନାଡା ସମୁଦ୍ରରେ ବୁଡି ଜଣେ ନାବାଳକ ନିଖୋଜ ହୋଇଛି ।…
ଭୁବନେଶ୍ୱର,୨୮।୧୦: ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା। ଏହାରି ଭିତରେ ପାଣିପାଗ ବିଭାଗ କରିଛି ବଡ଼ ଆକଳନ। ସଂଧ୍ୟା ୬ଟାରୁ ରାତି…
ପୁରୀ,୨୮।୧୦: ମୋନ୍ଥା ଘୂର୍ଣ୍ଣିଝଡ଼ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରୁ ସୋମବାରରୁ ବୁଧବାର ଯାଏ ସମୁଦ୍ର ସ୍ନାନ ଉପରେ ନିଷେଧାଜ୍ଞା ଜାରି ହୋଇଛି। ମଙ୍ଗଳବାର ସେକ୍ଟର-୪ରେ ଜଣେ ଲାଇଫ୍ଗାର୍ଡ…
ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ ): ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତ୍ତିକ ମାସ ତୃତୀୟ ସୋମବାର…
ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି। ସେପଟେ ଏହାକୁ ମୁକାବିଲା କରିବା ପାଇଁ…
କେନ୍ଦ୍ରାପଡ଼ା,୨୭ା୧୦ (ଜଗନ୍ନାଥ ଧଳ): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମୋନ୍ଥା ଏବେ ବଙ୍ଗୋପସାଗର ମଧ୍ୟରେ ଅବପାତର ରୂପ ନେଇଛି। ଏହି ଝଡ଼ର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ପଡ଼ିବ ବୋଲି…
ମହାକାଳପଡ଼ା,୨୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୋନ୍ଥା ବାତ୍ୟା ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ…
ଗୋପାଳପୁର,୨୭ା୧୦(ନବୀନ ରାଜ ଆଚାରୀ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବଳ ଗୋଟାଇ ଭୀଷଣ ବାତ୍ୟା ରୂପ ଧାରଣ କରି ସ୍ଥଳଭାଗମୁହାଁ…
ଗଜପତି,୨୬ା୧୦(ଗିରିଧାରୀ ପରିଛା): ‘ସମ୍ଭାବ୍ୟ’ ବାତ୍ୟା ମୋନ୍ଥା ଆନ୍ଧ୍ର ଉପକୂଳ କାକିନଡ଼ାଠାରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ପରେ ଗଜପତି ଜିଲାକୁ ରେଡ୍ ଆଲର୍ଟ ଜାରି…