କାଟୁଥିଲେ ଗୋମାଂସ, ହଠାତ୍ ପହଞ୍ଚିଲା ପୋଲିସ: ଆଉ ତା’ପରେ ଘଟିଲା… କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମ ପଞ୍ଚାୟତର ଗାଇଦର ଗ୍ରାମରେ ଏକ ବଳଦକୁ କାଟୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଧରିଛି। ଗାଇଦର ଗ୍ରାମର ଯଶୋବନ୍ତ ଭୋଇଙ୍କ ଏକ ବଳଦ ମରିଯିବାରୁ ଗ୍ରାମର କିଛି ବ୍ୟକ୍ତି ବଳଦକୁ ଗ୍ରାମର…