କଟକ,୧୪ା୨: କଟକ ଗୋପାଳପୁର ଛକରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଚନ୍ଦନ ନାମକ ବସ୍ଟି ଭୁବନେଶ୍ୱରରୁ…